Home » People & Blogs » ଶ୍ରୀମନ୍ଦିର ରେ ଆମିଷ ଭୋଗ କେବେ ଲାଗେ ? କିଛି ଜଣା ଅଜଣା କଥା | Jai Jagannath TV

ଶ୍ରୀମନ୍ଦିର ରେ ଆମିଷ ଭୋଗ କେବେ ଲାଗେ ? କିଛି ଜଣା ଅଜଣା କଥା | Jai Jagannath TV

Written By JAY JAGANNATH TV on Sunday, May 22, 2022 | 08:30 PM

 
"ଜୟ ଜଗନ୍ନାଥ ଟିଭି" କୁ ଆପଣମାନଙ୍କୁ ସ୍ୱାଗତ I ଏହି ଚାନେଲ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ସମ୍ପୂର୍ଣ୍ଣ ସମର୍ପିତ ଓଡ଼ିଶାର ଏକମାତ୍ର ଆଧ୍ୟାତ୍ମିକ ସାଟେଲାଇଟ ଚାନେଲ I ଏହି ଚାନେଲରେ ପ୍ରତିଦିନ "ଶ୍ରୀ ପତିତପାବନଙ୍କ ମଙ୍ଗଳଆଳତୀ" ଏବଂ "ପତାକା ଲାଗି ଦର୍ଶନ" LIVE ସହ ବର୍ଷ ତମାମ ହେଉଥିବା ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ ଯାତ୍ରାର ସିଧା ପ୍ରସାରଣ ଦେଖନ୍ତୁ I ସିଦ୍ଧାର୍ଥ ଟେଲେଭିଜନ ନେଟୱର୍କ ର ଏହା ଚତୁର୍ଥ ଚାନେଲ I ସୀତାରାମ ଅଗ୍ରୱାଲ ଓ ନମିତା ଅଗ୍ରୱାଲଙ୍କ ଶ୍ରୀ ଜଗନ୍ନାଥ ଙ୍କ ପ୍ରତି ଥିଵା ଅହେତୁକ ଭକ୍ତି ଭାବ ତଥା ଓଡ଼ିଶା ଏବଂ ଓଡିଶା ବାହାରେ ଥିବା ଜଗନ୍ନାଥ ପ୍ରେମୀ ଜନସାଧାରଣଙ୍କ ପାଇଁ ଏହି ଟେଲେଭିଜନ ଚାନେଲର ସୃଷ୍ଟି...ଆସନ୍ତୁ ଆମେ ସମସ୍ତେ ମିଶି ଜଗନ୍ନାଥ ଚେତନା କୁ ବିଶ୍ୱ ଦରବାର ରେ ପ୍ରତିଷ୍ଠିତ କରିବା I ଜୟ ଜଗନ୍ନାଥ🙏🙏🙏 Watch "JAY JAGANNATH TV" on DTH : Dish TV-1397 Videocon D2H : 1397 & all cables of Odisha. This is the fourth channel of Siddhartha Television Network. Also visit our other social media pages : Facebook: https://bit.ly/3kxvE7A Instagram: https://bit.ly/3KEpYDF YouTube: https://bit.ly/3KAQeyD Twitter: https://bit.ly/38JpX3U