Home » News & Politics » ପୁଣି ଏକ ଶିକ୍ଷୟତ୍ରୀ ଯୌନ ଶୋଷଣର ଶିକାର ଅଭିଯୋଗ

ପୁଣି ଏକ ଶିକ୍ଷୟତ୍ରୀ ଯୌନ ଶୋଷଣର ଶିକାର ଅଭିଯୋଗ

Written By Prameya News7 on Wednesday, Dec 21, 2016 | 02:36 AM

 
କେନ୍ଦ୍ରାପଡା ଜିଲ୍ଲା ଜଳପୋକ ପଞ୍ଚାୟତର ଶୃତିପୁର ବିଦ୍ୟାଳୟରେ ଜଣେ ଶିକ୍ଷୟିତ୍ରୀଙ୍କୁ ଯୌନ ଶୋଷଣ ପାଇଁ ବାଧ୍ୟ କରାଯାଉଥିବା ଅଭିଯୋଗ ଜିଲ୍ଲାପାଳଙ୍କ ଜନ ଶୁଣାଣିରେ ସାମ୍ନାକୁ ଆସିଛି।